• Want to Promote Your Business? Advertise With Us Today! 📞 Call Now: +91-9337223204
  • kjnbfnbwejfbcojhbwvf
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
4 Nov 2026, Wed

ମନୋରଞ୍ଜନ

ହସ୍ପିଟାଲ ବେଡ୍‌ରୁ ଆସିଲା ନୁସରତ ଭରୁଚାଙ୍କ ଭିଡିଓ, ଶାହରୁଖ-କାଜଲଙ୍କ ‘ଗେରୁଆ’ ଦେଖି ହସିଲେ ଅଭିନେତ୍ରୀ!

ବଲିଉଡ୍ ଅଭିନେତ୍ରୀ ନୁସରତ ଭରୁଚାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍। ମେରୁଦଣ୍ଡରେ ଗୁରୁତର ଆଘାତ ଓ ଅସ୍ତ୍ରୋପଚାର...

ଅନୁଭବ ମହାନ୍ତି ଓ ଜାଗୃତିଙ୍କ ଜୀବନରେ ନୂଆ ଅଧ୍ୟାୟ! ମାତାପିତା ହେବା ଖବର ଦେଇ ଫ୍ୟାନ୍‌ଙ୍କୁ ଜଣାଇଲେ ଖୁସି ଖବର

ଓଲିଉଡ୍‌ରୁ ଆସିଛି ଏକ ବଡ଼ ଖୁସି ଖବର। ଅଭିନେତା ଅନୁଭବ ମହାନ୍ତି ଓ ଜାଗୃତିଙ୍କ ଜୀବନରେ ଆରମ୍ଭ ହେବାକୁ ଯାଉଛି...

ସଲମାନ ଖାନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍, ‘କାଲା ହିରନ୍’ ଫିଲ୍ମକୁ ନେଇ ବିବାଦ

ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ପାଇଁ ବଢ଼ିଲା ଆଇନଗତ ଅଡ଼ୁଆ। ‘କାଲା ହିରନ୍: ଦ ବେଟଲ୍ ଅଫ୍ ଲିଗାସି’ ଫିଲ୍ମକୁ...

ସଲମାନ ଖାନ୍‌ଙ୍କ ୟୁଟ୍ୟୁବ୍ ଏଣ୍ଟ୍ରି, ‘Being Salman Khan’ ଚ୍ୟାନେଲ୍ ଲଞ୍ଚ୍ କରି କହିଲେ ‘ଶୁରୁ ସେ ଶୁରୁ କରତେ ହୈଁ’

ବଲିଉଡ୍‌ର ଭାଇଜାନ୍ ସଲମାନ ଖାନ୍‌ଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର। ଫିଲ୍ମ ଓ ଟେଲିଭିଜନ୍‌ରେ ନିଜର ଦବଦବା ଜାହିର...

ନାନା ପାଟେକରଙ୍କ ଜୀବନର ଅକୁହା କାହାଣୀ: ସଂଘର୍ଷରୁ ସଫଳତା, ରାଜନୀତି ଉପରେ ମତ ଓ ଚାଷୀଙ୍କ ପାଇଁ ସାମାଜିକ କାର୍ଯ୍ୟ

ଭାରତୀୟ ସିନେମା ଜଗତରେ ନାନା ପାଟେକର ଏକ ସ୍ୱତନ୍ତ୍ର ପରିଚୟ। ତାଙ୍କ ନିଆରା ଅଭିନୟ ଶୈଳୀ, ଦମଦାର ସଂଳାପ ଏବଂ...

ନାନା ପାଟେକରଙ୍କ ସମ୍ପତ୍ତି: ୩୫ ଟଙ୍କାରୁ କୋଟି କୋଟି, ତଥାପି ଥିଲା ଏମିତି ସରଳ ଜୀବନ

୫ ଦଶନ୍ଧିର ସିନେମା କ୍ୟାରିୟରରେ ଅପାର ସଫଳତା; ଅଭିନୟରୁ ନିର୍ଦ୍ଦେଶନା, ବିଜ୍ଞାପନରୁ ଚାଷ—ନାନା ପାଟେକରଙ୍କ ଆୟ ଓ ସମ୍ପତ୍ତିକୁ ନେଇ...

Nana Patekar Death News: ୭୫ ବର୍ଷରେ ନାନା ପାଟେକରଙ୍କ ଦେହାନ୍ତ, ୪୫ ମିନିଟ୍‌ CPR ପରେ ବି ବଞ୍ଚାଇ ହେଲାନି

ଗୋଆରେ ହୃଦ୍‌ଘାତରେ ପରଲୋକ, ୪୫ ମିନିଟ୍‌ CPR ପରେ ବି ବଞ୍ଚାଇ ହେଲାନି; ବଲିଉଡ୍‌ରେ ଶୋକର ଛାୟା ମୁମ୍ବାଇ: ବଲିଉଡ୍‌ର...

ଓଡ଼ିଆ ଫିଲ୍ମର ଏହି ଅଭିନେତ୍ରୀଙ୍କ ରାଜନୀତିରେ ବଡ଼ ମୋଡ଼, BJP ଟିକେଟରେ ପୁଣି ରାଜ୍ୟସଭା ଦୌଡ଼ରେ କୋୟଲ ମଲ୍ଲିକ

ବଲିଉଡ୍ ନୁହେଁ, ବେଙ୍ଗଲୀ ସିନେମାର ପରିଚିତ ଅଭିନେତ୍ରୀ କୋୟଲ ମଲ୍ଲିକଙ୍କୁ ନେଇ ଏବେ ରାଜନୀତିରେ ଚର୍ଚ୍ଚା। ପଶ୍ଚିମବଙ୍ଗର ରାଜ୍ୟସଭା ଉପନିର୍ବାଚନ...

ପଥରକୁ ଟାପ୍ କଲେ ବାହାରୁଛି ସଙ୍ଗୀତ! ହାମ୍ପିର ଏହି ମନ୍ଦିରରେ ଲୁଚିଛି ୫୬ ସ୍ତମ୍ଭର ରହସ୍ୟ

ପଥରକୁ ଛୁଇଁଲେ ବାହାରୁଛି ସା ରେ ଗା ମା! ହାମ୍ପିର ଏହି ମନ୍ଦିରରେ ଲୁଚିଛି ସଙ୍ଗୀତର ରହସ୍ୟ ଭାରତକୁ ରହସ୍ୟ...