• Want to Promote Your Business? Advertise With Us Today! 📞 Call Now: +91-9337223204
  • kjnbfnbwejfbcojhbwvf
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
4 Nov 2026, Wed

ଓଡ଼ିଶା

ଶୀତ ଆସିନି, ରାଜଧାନୀରେ ଘନ କୁହୁଡ଼ିର ଆସ୍ତରଣ! ୫୦ ମିଟରକୁ ଖସିଲା ଦୃଶ୍ୟମାନ ଦୂରତା, ଯାତାୟାତ ପ୍ରଭାବିତ

ଶୀତ ଋତୁ ଆସିନି, ହେଲେ ରାଜଧାନୀ ଭୁବନେଶ୍ୱରରେ ଏବେଠାରୁ ଘନ କୁହୁଡ଼ିର ଆସ୍ତରଣ। ସକାଳୁ ସକାଳୁ ଭୁବନେଶ୍ୱର ସମେତ ଏହାର...

ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଧାଡ଼ି ଦର୍ଶନ ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା କଲେ ଆଇନ ମନ୍ତ୍ରୀ, ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ନିର୍ଦ୍ଦେଶ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପୁରୀକୁ ଆସୁଥିବା ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁଗମ, ସୁରକ୍ଷିତ...

ନୀଳଗିରି ପେଟ୍ରୋଲ ପମ୍ପରେ ଭୟଙ୍କର ଅଘଟଣ, ପୁରୁଣା ତେଲ ଟାଙ୍କି କାଟିବା ବେଳେ ବିସ୍ଫୋରଣ; ଜଣେ ମୃତ

ବାଲେଶ୍ୱର ଜିଲ୍ଲା ନୀଳଗିରି ସହରରେ ଥିବା ଏକ ପେଟ୍ରୋଲ ପମ୍ପରେ ଘଟିଛି ଭୟଙ୍କର ଅଘଟଣ। ପୁରୁଣା ତେଲ ଟାଙ୍କିକୁ ଗ୍ୟାସ୍‌...

ଓଡ଼ିଶାରେ ନିବେଶ ପାଇଁ POSCO ଓ JSW ସହ ଆଲୋଚନା, ଶିଳ୍ପ ବିକାଶ ଓ ନିଯୁକ୍ତିକୁ ନେଇ ବଢ଼ିଲା ଆଶା

ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ଓ ପୁଞ୍ଜିନିବେଶ କେନ୍ଦ୍ର ଭାବେ ଗଢ଼ିତୋଳିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ...

ସମ୍ଭାବ୍ୟ ବାତ୍ୟା ପାଇଁ ସ୍ଥଗିତ ହୋଇପାରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ! ନଭେମ୍ବର ୪ ଓ ୫କୁ ଘୁଞ୍ଚିବା ନେଇ ଚର୍ଚ୍ଚା

ଓଡ଼ିଶାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରସ୍ତାବିତ ଗସ୍ତକୁ ନେଇ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଚଳିତ ମାସର ଶେଷ...

କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ! ଜଟଣୀରେ ଉଦ୍‌ଘାଟନ କରିବେ RBIର ନୂଆ ଡାଟା ସେଣ୍ଟର

ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅକ୍ଟୋବର ୨୫ ତାରିଖରେ ଭୁବନେଶ୍ୱର ନିକଟସ୍ଥ ଜଟଣୀର ଇନ୍‌ଫୋ ଭ୍ୟାଲି-୨ଠାରେ ନବନିର୍ମିତ...

ଅକ୍ଟୋବର ୨୫ରେ ଓଡ଼ିଶା ଆସିବେ ମୋଦି, ଖୋର୍ଦ୍ଧା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଲା ସମ୍ପୂର୍ଣ୍ଣ ସମୟସୂଚୀ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୫, ୨୦୨୬ରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ଅବସରରେ ସେ...

ଓଡ଼ିଶାରୁ ୫ ଓରାଙ୍ଗଉଟାନଙ୍କୁ ଫେରାଇନେବ କି ଇଣ୍ଡୋନେସିଆ? ନଭେମ୍ବରରେ ଆସିବେ ବନ୍ୟପ୍ରାଣୀ ବିଶେଷଜ୍ଞ

ଭୁବନେଶ୍ୱର: ଓଡ଼ିଶାରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ୍‌ ଶାବକଙ୍କୁ ଇଣ୍ଡୋନେସିଆ ଫେରାଇ ନେବ କି? ଏହି ପ୍ରଶ୍ନକୁ ନେଇ ଏବେ...

ଅକ୍ଟୋବର ୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ଜଟଣୀରେ ଉଦ୍‌ଘାଟନ କରିବେ RBI ଡାଟା ସେଣ୍ଟର

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ଅବସରରେ ଭୁବନେଶ୍ୱର...

ବିଜୟା ଦଶମୀରେ ଭୁବନେଶ୍ୱରର ୯ଟି ସ୍ଥାନରେ ରାବଣପୋଡ଼ି, ସୁରକ୍ଷା ପାଇଁ ୪୮ ପ୍ଲାଟୁନ୍ ପୁଲିସ ମୁତୟନ

ଭୁବନେଶ୍ୱର: ବିଜୟା ଦଶମୀ ଅବସରରେ ରାଜଧାନୀ ଭୁବନେଶ୍ୱରର ୯ଟି ସ୍ଥାନରେ ଆୟୋଜିତ ହେବ ରାବଣପୋଡ଼ି କାର୍ଯ୍ୟକ୍ରମ। ଏହାକୁ ନେଇ ବିଭିନ୍ନ...