ପାଣିପାଗ ୨ ଦିନ ପାଇଁ ଘନ କୁହୁଡ଼ି ଚେତାବନୀ, ୯ ଜିଲ୍ଲାକୁ ଆଲର୍ଟ Rosalini Jan 31, 2026 ଓଡ଼ିଶାରେ ଶୀତର ପ୍ରଭାବ କମ ରହିଛି । ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି...