ଓଡ଼ିଶା ଧୂଆଁ ଧାର ବୋଲିଂରେ ଭାରତର ବିଜୟ Rosalini Dec 15, 2025 ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ଧର୍ମଶାଳାରେ ଖେଳା ଯାଇଥିବା ଟି-୨୦ ମ୍ୟାଚକୁ ଭାରତ ୭ ଓ୍ଵିକେଟରେ ଜିତି ନେଇଛି।...