ଅନ୍ତର୍ଜାତୀୟ ନେପାଳରେ ପୁଣି ଆରମ୍ଭ ହିଂସା! Rosalini Nov 20, 2025 ନେପାଳର ବାରା ଜିଲ୍ଲାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି। ଗତ ଦୁଇମାସ ତଳେ ଭୟଙ୍କର ଭାବେ ଉତ୍ତେଜନା ଦେଖିବାକୁ ମିଳିଥିଲା।...