17 Oct 2026, Sat

Narendra Modi International Airport

ବଦଳିବ ନୋଏଡା ଏୟାରପୋର୍ଟର ନାଁ! ‘ନରେନ୍ଦ୍ର ମୋଦୀ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ’ ନାମକୁ କ୍ୟାବିନେଟ୍ ମଞ୍ଜୁରି

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଜେୱରଠାରେ ନିର୍ମାଣାଧୀନ ନୋଏଡା ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟର ନାମ ପରିବର୍ତ୍ତନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।...